ଜରଡ଼ାରେ ହାତୀ ଉପଦ୍ରଵ

କଙ୍କଡ଼ାହାଡ଼:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଜରଡ଼ାରେ ହାତୀ ଉପଦ୍ରଵ। ଗାଁ ର ଗୁରୁବାରୀଆ ସ୍ୱାଇଁଙ୍କ ଘରେ ରାତିରେ ଘରେ ପଶି ପାଚେରୀ ଭାଙ୍ଗି କଦଳୀ ଗଛ ନଷ୍ଟ କରିଦେଇଛି। ଗାଁ ଲୋକ ସନ୍ଧ୍ୟା ହେଲେ ଭୟରେ ଘରୁ ବାହାରୁ ନାହାନ୍ତି। ଗାଁ ଲୋକ ହାତୀ ଘଉଡ଼ାଇବା ପାଇଁ ଦାବି କରିଛନ୍ତି।

Comments (0)
Add Comment