ଖଙ୍କିରା କପ କ୍ରିକେଟ , ମାର୍ଥାପୁର ଫାଇନାଲ ରେ

ଢେଙ୍କାନାଳ: ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦଶମ  ଦିନର ଖେଳ ଚୌଦ୍ଵାର ସହ   ମାର୍ଥପୁର    ର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେଟସ ଜିତି ମାର୍ଥପୁର 20 ଓଭରରେ 202 ରନ ସଂଗ୍ରହ କରିଥିଲା ଏହାର ଜବାବରେ ଚୌଦ୍ଵାର 20 ଓଭରରେ 191 ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା।

ଆଜିର ଖେଳ ପରିଚାଳନା କରୁଥିଲେ ତାପସ ବାରିକ ଓ ମନୋଜ ବ୍ରହ୍ମ ସ୍କୋର ଭାବେ ରୁଦ୍ର ଓ ରାହୁଲ ଓ ବିଭୁ ରହିଥିବାବେଳେ କଂମେଟ୍ରୀ ଭାବେ ରାଜେଶ ଥିଲେ। ଆସନ୍ତାକାଲି ର ମ୍ୟାଚ ଖଙ୍କିରା ସହିତ କିଆଝର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶ।

Comments (0)
Add Comment