ରୂପରେଖ ନ୍ୟୁଜ
ଲୋକଙ୍କ ନ୍ୟୁଜ
ରୂପରେଖ ନ୍ୟୁଜ
ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ
By
Ruparekha News
on December 25, 2021
ଢେଙ୍କାନାଳ : ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ ବାପଟିଷ୍ଟ ଚର୍ଚ୍ଚ ରେ କୋଭିଡ୍ ନିୟମ ମାନି ବଡ ଦିନ ପାଳିତ ହୋଇଯାଇଛି । ଏଥିରେ ତାଙ୍କ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ପରିଵେଷିତ ଡ୍ରାମା , ନାଚ, ଗୀତ ଗାଇ ଆଜି ଏହି ବଡ ଦିନ ପର୍ବକୁ ଉତ୍ସାହ ବଢାଇଥିଲେ।
ଯୀଶୁଙ୍କ ଜୀବନୀ ଉପରେ ଆଲୋକ ପାତ କରି ସଭାପତି ପ୍ରେମାନନ୍ଦ ବିହାରୀ ଓ ସମ୍ପାଦକ ରବୀନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହ ସମ୍ପାଦକ ଅଭୟା ନନ୍ଦ ବିହାରୀ ଓ ଅମରେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।
ଜିଲ୍ଲା ଖବର
ପ୍ରମୁଖ ଖବର
Share
Related Posts
ଗୋହିରାଖାଲ ପ୍ରଧାନ ଶିକ୍ଷୟିତ୍ରୀ ସୁରମା ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଭାରତୀୟ ମହିଳା ‘ଏ’ କ୍ରିକେଟ୍ ଦଳରେ ଢେଙ୍କାନାଳର ଦିବ୍ୟଦର୍ଶିନୀ
ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା
କିଶୋରୀ ବାଳିକାଙ୍କ ସଚେତନତାମୂଳକ ତାଲିମ ଅନୁଷ୍ଠିତ
ଅବକାରୀ ଚଢ଼ଉ: ୨୯୯ ଲିଟର ଚୋରା ମଦ ଜବତ, ୬ ଗିରଫ
ଢେଙ୍କାନାଳର ନୂଆ ଏସ୍ପି ଅଜିଙ୍କ୍ୟ ବାବୁରାଓ ମାନେ
ଶୋଇଥିବା ବେଳେ ହାତୀ ଆକ୍ରମଣ: ଜଣେ ମୃତ
Comments
(0)
Add Comment