ରୂପରେଖ ନ୍ୟୁଜ
ଲୋକଙ୍କ ନ୍ୟୁଜ
ରୂପରେଖ ନ୍ୟୁଜ
ବାପଟିଷ୍ଟ ଚର୍ଚ୍ଚ ରେ ବଡଦିନ ପାଳିତ
By
Ruparekha News
on December 25, 2021
ଢେଙ୍କାନାଳ : ଢେଙ୍କାନାଳ ଜୟ ଗୋପାଳ ସାହି ସ୍ଥିତ ବାପଟିଷ୍ଟ ଚର୍ଚ୍ଚ ରେ କୋଭିଡ୍ ନିୟମ ମାନି ବଡ ଦିନ ପାଳିତ ହୋଇଯାଇଛି । ଏଥିରେ ତାଙ୍କ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ। ପିଲା ମାନଙ୍କ ଦ୍ଵାରା ପରିଵେଷିତ ଡ୍ରାମା , ନାଚ, ଗୀତ ଗାଇ ଆଜି ଏହି ବଡ ଦିନ ପର୍ବକୁ ଉତ୍ସାହ ବଢାଇଥିଲେ।
ଯୀଶୁଙ୍କ ଜୀବନୀ ଉପରେ ଆଲୋକ ପାତ କରି ସଭାପତି ପ୍ରେମାନନ୍ଦ ବିହାରୀ ଓ ସମ୍ପାଦକ ରବୀନ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହ ସମ୍ପାଦକ ଅଭୟା ନନ୍ଦ ବିହାରୀ ଓ ଅମରେନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।
ଜିଲ୍ଲା ଖବର
ପ୍ରମୁଖ ଖବର
Share
Related Posts
ଇ – ଟେକ୍ ର ମୋନାଲିସା ୫୯୯ ନମ୍ବର ରଖ୍ ଜିଲ୍ଲାକୁ ଗର୍ବିତ କରିଛନ୍ତି
ବିଶ୍ୱନାଥ ଦାସ ଢେଙ୍କାନାଳ ର ନୂଆ ମୁଖ୍ୟ ଜିଲା କୃଷି ଅଧିକାରୀ
ଭାଗିରଥି ବିହାର ରେ ଜବରଦଖଲ ଉଛେଦ ହେଲା
ଅହମଦିୟା ମୁସଲିମ ସମୁଦାୟ ପକ୍ଷରୁ ୧୧୭ତମ ଖିଲାଫତ ଦିବସ ଉଦ୍ଯାପିତ
ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ
ଭାଇଚାରା, ପରମ୍ପରା ଓ କଳା ସଂସ୍କୃତ ଢେଙ୍କାନାଳର ପରିଚୟ
କେନ୍ଦ୍ରୀୟ ବିଦ୍ୟାଳୟ ସମେତ ଜିଲ୍ଲାରେ ୯୦ କୋଟିରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ
Comments
(0)
Add Comment