କ୍ରୀଡା ଘୋଷକ ଅମୀୟ ଚାନ୍ଦ ନୌସେନା ଦ୍ୱାରା ସମ୍ମାନିତ

ଢେଙ୍କାନାଳ,: ଢେଙ୍କାନାଳ ବାସୀ ଓଡିଶାର ଖ୍ୟାତାନାମା ଆନ୍ତର୍ଜାତୀୟ କ୍ରୀଡା ଘୋଷକ ତଥା ପୂର୍ବତନ ଭାରତୀୟ ନୌସୈନୀକ ୧୯୭୧ ମସିହା ୱାର ଭେଟେରାନ୍ ଅମୀୟ କୁମାର ଚାନ୍ଦଙ୍କୁ ଆଇ.ଏନ୍.ଏସ୍. ଚିଲିକାର କମାଣ୍ଡିଙ୍ଗ୍ ଅଫିସର ତଥା ନାଭାଲ୍ ଅଫିସର୍ ଇନ୍ଚାର୍ଜ (ଓଡିଶା) କୋମୋଡର ପି.ଏନ୍.ପ୍ରଦୀପ ନୌବାହିନୀ ବେଶ୍ ଚିଲିକା ଠାରେ ଶ୍ରୀ ଚାନ୍ଦଙ୍କୁ ସମ୍ମାନିତ କରିବା ସହିତ ଅଭିନନ୍ଦନ ଜଣାଉଛନ୍ତି ।

Comments (0)
Add Comment